ଖେଳ ପାକିସ୍ତାନକୁ ହରାଇଲା ଭାରତ Sukanta NayakOctober 6, 2024 ଦୁବାଇରେ ଟି-୨୦ ମହିଳା ବିଶ୍ବକପ୍ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତପାକିସ୍ତାନ-୧୦୫/୮, ଭାରତ-୧୦୮/୪ (୧୮.୫ ଓଭର)ଶେଫାଳୀ- ୩୨, ହରମନପ୍ରୀତ-୨୯, ଜେମିମା-୨୩ ରନ୍
ବାପାଙ୍କ ପରେ ପୁଅ କରିବେ କମାଲ ନୂଆଦିଲ୍ଲୀ : ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ବଡ ସଫଳତା । ଭାରତୀୟ ଟିମର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ମୁଖ୍ୟକୋଚ ରାହୁଲଙ୍କ ପୁଅ ସମିତଙ୍କୁ ପ୍ରଥମଥର…
ଆମେ ରାଜା କୋହଲିଙ୍କ ବିଷୟରେ କଥାବାର୍ତ୍ତା କରୁଛୁ କିନ୍ତୁ ରୋହିତ ଶର୍ମାଙ୍କ ପରି କେହି ନାହାଁନ୍ତି। ୱାସିମ ଆକ୍ରାମଙ୍କ କଥା ଶୁଣିବା ପରେ ପାକିସ୍ତାନୀମାନେ କାହିଁକି ବିରକ୍ତ ହେଲେ? ଟିମ୍ ଇଣ୍ଡିଆ ବିଶ୍ୱକପ୍ 2023 ରେ ଏହାର ସମସ୍ତ ଲିଗ୍ ମ୍ୟାଚ୍ ଜିତିଥିଲା | ରୋହିତ ଏବଂ…
ଲୋପ ପାଉଛି ବାଇଚଢେଇ ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି)୧୦/୦୭/୨୦୨୨ : ବାଇଚଢେଇରେ, ବାଇଚଢେଇ ତୋ ମା ଯାଇଛି ଗାଈ ଚରେଇ, ଆସିଲେ ଖାଇବୁ ପେଟ ପୁରେଇ ବାଇଚଢେଇରେ, ବାଇଚଢେଇ || ଦିନ ଥିଲା…