ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ପ୍ରତିଶୋଧ ପାଇଁ ପ୍ରସ୍ତୁତି ଘନଘନ ଚାଲୁଥିବା ବେଳେ ଦିଲ୍ଲୀରେ ଆକ୍ସନ ଦେଖି ଇସଲାମାବାଦରେ ହଲଚଲ ଦେଖିବାକୁ ମିଳିଛି । ଗତକାଲି ଭାରତ ପାକିସ୍ତାନ ଉପରେ କୂଟନୈତିକ ସ୍ତରରେ ଚାପ ପକାଇ ପାକ୍ ପିଠିରେ ପ୍ରହାର ଦେଇଥିବା ବେଳେ ଔଷଧ ବିକଳରେ ତାଟିଆ କାମୁଡି ବିଳିବିଳେଇ ହେଉଛି ପାକିସ୍ତାନ । ଆଉ ଭାରତ ବିରୋଧରେ ମନଇଚ୍ଛା ନେଉଛି ପଦକ୍ଷେପ ।
ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ, ପାକିସ୍ତାନ ମୁଣ୍ଡ ଟିଣ!
