ପାଣିପାଗ ସୂଚନା ପଶ୍ଚିମାଝଡ଼ ପ୍ରଭାବରେ ଆସୁଛି ପୁଣି ବର୍ଷା Sukanta NayakDecember 27, 2024 ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ ଏକ୍ସରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ସୂଚନା
ପ୍ରବଳ ଶୀତ ସହିତ ଘନ କୁହୁଡି ରେ ଭରପୂର ବାଲିଗୁଡ଼ା ସହର । ଫୋକସ ପ୍ଲସ 5/12/2022( ବାଲିଗୁଡ଼ା): କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଶୀତର ଲହରି ।ଆଜି ବାଲିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡି ସହିତ ଜାଡ ଶୀତ।ଶୀତକୁ…
ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁ:ମନ୍ତ୍ରୀ ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା,…
ଆସୁଛି ବଡ଼ ବାତ୍ୟା ଓଡ଼ିଶାରେ ହେବ ମାଡ଼ ଆସନ୍ତା 21ରେ ବଡ଼ ଲଘୁଚାପ ।ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିକୁ ନେଇ ରହିଛି ସମ୍ଭାବନା।ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଲଘୁଚାପ।48 ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପନେବ।ଲଘୁଚାପ…