ସୁନ୍ଦରଗଡ଼: ପରକୀୟା ପ୍ରୀତି ହେଲା କାଳ। ପରକୀୟା ପ୍ରୀତି ସନ୍ଦେହ କରି ସ୍ବାମୀ ନେଲା ସ୍ତ୍ରୀର ଜୀବନ। ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁର ରଜାମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୃଶଂସ ସ୍ବାମୀ ଇଟାରେ ଛେଚି ସ୍ତ୍ରୀକୁ ହତ୍ୟା କରିଛି। ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।
ପରକୀୟା ପ୍ରୀତି ହେଲା କାଳ,ପରକୀୟା ପ୍ରୀତି ସନ୍ଦେହ କରି ସ୍ବାମୀ ନେଲା ସ୍ତ୍ରୀର ଜୀବନ।
