ବାରିପଦା ୧୫।୦୩ : ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ ବିବାଦରୁ ଗଡ଼ିଲା ସ୍ତ୍ରୀର ମୁଣ୍ଡ । ସ୍ତ୍ରୀକୁ ମାରି ମୃତଦେହ ନିକଟରେ ରାତିସାରା ଜଗିରହିଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ ସବିତା ଭୋକ୍ତା ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ହେଲେ ୨୮ ବର୍ଷୀୟ ଫୋତଲ ଭୋକ୍ତା । ପରକିୟା ପ୍ରୀତିରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଇଥିବା ସୂଚନା ।
ପରକିୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !
