Breaking news ପଦରୁ ହଟିଲେ ବରିଷ୍ଠ IAS ବିଷ୍ଣୁପଦ ସେଠୀ Sukanta NayakDecember 17, 2024 ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର OSD ନିଯୁକ୍ତ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ଵରେ ଥିଲେ ସାମାଜିକନ୍ୟାୟ, ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଦାୟିତ୍ଵରେ ଥିଲେ IAS ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତି
ପ୍ରଶାନ୍ତ ମହାସାଗରରେ ପଡ଼ିବ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ କରାଯାଇଥିବା ରକେଟ୍ର ଉପର ଭାଗ ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇ ଯାଇଥିବା ‘ଏଲ୍ଭିଏମ୍୩ ଏମ୍୪’ ଲଞ୍ଚ୍ ଭେଇକ୍ଲ୍ର ଉପର ଅଂଶ ବା ଅଗ୍ରଭାଗ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିବ ବୋଲି ‘ଇସ୍ରୋ’ କହିଛି।…
ଶ୍ରୀମନ୍ଦିରରେ ଠେଲା ପେଲା ପୁରୀରେ ଭକ୍ତଙ୍କ ମଧ୍ୟରେ ଠେଲା ପେଲା। ବ୍ୟାରିକେଡ ଭାଙ୍ଗି ପଶିଲେ ଭକ୍ତ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଜୋରଦାର ଭିଡ। ଉତ୍ତର ଦ୍ୱାର ନିକଟରେ ଭକ୍ତ ଠେଲା…
ନୂଆ ରଣନୀତିରେ କେଜ୍ରିଓ୍ବାଲ ଆମ୍ ଆଦ୍ମୀ ପାର୍ଟି (ଆପ୍) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ…