Breaking newsଦେଶ ବିଦେଶରାଜନୀତି ପଞ୍ଜାବ ସର୍ଭେ: ହିନ୍ଦୁ ହୋଇଥିବାରୁ ସିଏମ୍ ରେସରୁ ପ୍ରତ୍ୟାଖ୍ୟାନ କରାଯାଇଛି : କଂଗ୍ରେସ ନେତା ସୁନୀଲ ଜାଖର thefocusplusFebruary 2, 2022 ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଦୋୖଡକୁ ନେଇ ମଙ୍ଗଳବାର ଦିନ ଦଳ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଦିନକ ପୂର୍ବରୁ ଏହି ଦଦୌଡରୁ ବହିଷ୍କୃତ ହୋଇଥିବା କଂଗ୍ରେସ ନେତା ସୁନୀଲ ଜାଖର କହିଛନ୍ତି ଯେ ହିନ୍ଦୁ ହୋଇଥିବାରୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
ଚିକତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦ ଗଲେ ଦିଲ୍ଲୀ ଫୋକସ ପ୍ଲସ 07/02/2023(ଭୁବନେଶ୍ୱର): ଓଲିଉଡ ର ହାସ୍ୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ!…
ଜଗନ୍ନାଥ ଙ୍କ ନାମରେ ବିବାଦୀୟ ଟିପ୍ପଣୀ ଫୋକସ ପ୍ଲସ ୧୪/୬/୨୨ (ଯାଜପୁର): ଯାଜପୁର ଜିଲ୍ଲା କୋରାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଆଜି ଦିବା 10ଘଟିକା ସମୟ ରେ ମିନାବଜାର…
ଗର୍ଭବତୀ ମହିଳାଙ୍କ ଗଳିତ ମୃତ ଦେହ ଠାବ ଫୋକସ ପ୍ଲସ (ଆଠଗଡ)୨୪/୦୬/୨୦୨୨: ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ଗଳିତ ମୃତ ଦେହ ଦେଖିବାକୁ ମିଳିଥିଲା |ମହିଳା ଜଣକ ଗର୍ଭବତୀ…