ପଞ୍ଜାବକୁ ୮ ୱିକେଟରେ ହରାଇଲା, ୯ ବର୍ଷ ପରେ ଫାଇନାଲକୁ ଗଲା ବାଙ୍ଗାଲୋର

IPL ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
୯ ବର୍ଷ ପରେ IPL ଫାଇନାଲରେ ବାଙ୍ଗାଲୋର

୧୦ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କଲା ବାଙ୍ଗାଲୋର
ସ୍କୋର: ପଞ୍ଜାବ-୧୦୧, ବାଙ୍ଗାଲୋର-୧୦୬/୨
ଫିଲ ସଲ୍‌ଟଙ୍କ ଅପରାଜିତ ଅର୍ଦ୍ଧଶତକ
ହେଜଲଉଡ ଓ ସୂୟାଶଙ୍କୁ ୩ଟି ଲେଖାଏଁ ୱିକେଟ

Leave a Reply

Your email address will not be published. Required fields are marked *