ପଙ୍କଜ ଲୋଚନ ମହାନ୍ତି ହେଲେ OCA ନୂଆ ସଭାପତି

ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି । ଖାଲି ପଡ଼ିଥିବା ସଭାପତି ପଦ ପାଇଁ ସେ ଏକାକୀ ନାମାଙ୍କନ ଦାଖଲ କରିଥିଲେ । ତାହା ଭ୍ୟାଲିଡ୍ ବି ରହିଥିଲା । ଆଉ କେହି ନାମାଙ୍କନ ଦାଖଲ କରି ନଥିବାରୁ ପଙ୍କଜ ଓସିଏର ସଭାପତି ହେବା ନିଶ୍ଚିତ ।

Leave a Reply

Your email address will not be published. Required fields are marked *