ନେହେରୁଙ୍କଠୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ଯାଏ କଂଗ୍ରେସ ନେତୃତ୍ବ ଭୁଲ ଥିଲା: ଶାହ ।

ପାକିସ୍ତାନ ଆତଙ୍କବାଦର ଜନ୍ମସ୍ଥାନ ଆଉ କଂଗ୍ରେସ ବଡ଼ ଭୁଲ ହେଉଛି ପାକିସ୍ତାନ । ଆତଙ୍କବାଦର ମୂଳଦୁଆ ହେଉଛି ପାକିସ୍ତାନ । ଦେଶ ବିଭାଜନ ପାଇଁ ବି କଂଗ୍ରେସ ଦାୟୀ । ଯଦି ବିଭାଜନ ସ୍ୱୀକାର କରିନଥାନ୍ତେ ତବେ ପାକିସ୍ତାନ ଜନ୍ମ ହୋଇନଥାନ୍ତା । ପାକିସ୍ତାନ ଜନ୍ମ ହେଲା ଆତଙ୍କବାଦକୁ ଜନ୍ମ ଦେଲା । ଲୋକସଭାରେ ଏମିତି କିଛି କହି ବିରୋଧୀଙ୍କୁ କଡା ନିଶାନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ନେହେରୁଙ୍କଠୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ଯାଏ କଂଗ୍ରେସ ନେତୃତ୍ବଙ୍କ ଭୁଲକୁ ସଂସଦରେ କହି ବର୍ଷିଛନ୍ତି ଶାହ ।

Leave a Reply

Your email address will not be published. Required fields are marked *