ନୂତନ ଜିଲ୍ଲା ଗଠନ ନେଇ ସର୍ବୋଦଳୀୟ ବୈଠକ |

ମୟୁରଭଞ୍ଜ, କରଞ୍ଜିଆ 14/12/23; ମୟୁରଭଞ୍ଜ ଜିଲ୍ଲାକୁ ବିଭାଜନ କରି ଭାଗ ଭାଗ କରିବାକୁ କିଛି କୂଚକ୍ରାନ୍ତ କାରି ମାନେ ଚେଷ୍ଟାଚଳାଇଥିବା ବେଳେ,ଏବଂ କୌଣସି ସୂତ୍ର ରୁ ଖବର ମିଳିଛି ମୟୁରଭଞ୍ଜ କୁ ଦୁଇ ଭାଗରେ ବିଭକ୍ତ କରାଯିବାକୁ ରାଜ୍ୟସରକାର ନିଷ୍ପତି ନେଉଥିବା ଏବଂ ଖୁବ ଶୀଘ୍ର ରାଇରଙ୍ଗପୁର କୁ ଜିଲ୍ଲା ଘେଷଣା କରିବାକୁ ଯାଉଥିବା ଖବର ପାଇବା ପରେ ଆଜି କରଞ୍ଜିଆ ଓକିଲସଙ୍ଘ ସଭାଗୃହ ଠାରେ ଓକିଲସଙ୍ଘର ସଭାପତି ବାଞ୍ଛାନିଧି ପୃଷ୍ଟିଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ବୈଠକ ରେ ମୟୁରଭଞ୍ଜ କୁ ଭାଗ ଭାଗ କରିବାକୁ ଦିଆଯିବନି ଯଦି ଭାଗ ଭାଗ କରାଯାଏ ତେବେ ପାଞ୍ଚପିଢ ଉପଖଣ୍ଡ ର ପାଞ୍ଚଟି ବ୍ଲକ କୁ ନେଇ କରଞ୍ଜିଆ କୁ ମଧ୍ୟ୍ୟ ଜିଲ୍ଲା କରାଯିବାକୁ ଦାବି ହୋଇଛ, କରଞ୍ଜିଆ ଓକିଲ ସଙ୍ଘର ସଭାପତି ଶ୍ରୀଯୁକ୍ତ ବାଞ୍ଛାନିଧି ପୃଷ୍ଟି ସର୍ବଦଳୀୟ ବୈଠକ ରେ ସମସ୍ତଙ୍କ ମତ ନିଆଯିବାପରେ ସଭାପତିଙ୍କ ନିଁର୍ଧେଶ ମୋତେ ମୁଖ୍ୟମନ୍ତ୍ରୀ ଙ୍କୁ କମିଟି ସଦସ୍ୟ ମାନେ ଭେଟିବା ପରେ ଯଦି କୌଣସି ନିଷ୍କ୍ରିୟ ନବାହାରେ ତେବେ NH 49କୁ ଅବରୋଧ କରାଯିବାର ନିଷ୍ପତି ହୋଇଥିବା ପ୍ରକାଶ କରିଛନ୍ତି କମିଟିର ସଭାପତି |

Leave a Reply

Your email address will not be published. Required fields are marked *