ଯାଜପୁର ୧୫/୦୨/୨୦୨୪:କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ଼ ଜମି ଅଧିଗ୍ରହଣ କରି କାରଖାନା ସ୍ଥାପନା କରିବା ପରେ ଏହା ବର୍ତମାନ ଟାଟା କମ୍ପାନୀ ଅଧୀନ ରେ ଅଛି |ଏହି କମ୍ପାନୀରେ ନିଜର ଭିଟାମାଟି ଜୀବିକା ହରାଇବା ପରେ ଜମି ନେବାର ତିରିଶ ବର୍ଷ ପରେବି ସେମାନଙ୍କୁ ନିଯୁକ୍ତି ଦେବାରେ ଅହେତୁକ ମନୋଭାବ ପ୍ରଦର୍ଶନ କରିବା ବିରୁଧରେ ସ୍ଥାୟୀ ନିଯୁକ୍ତି ଦାବିରେ ବିସ୍ଥାପିତ ମାନଙ୍କର ଷଷ୍ଠ ଦିନରେ ଧାରଣା ଚାଲୁରହିଛି |
