ନିଜେ ଚାଲିଗଲେ ବସ ଚାଳକ, ହେଲେ ବଞ୍ଚାଇଦେଲେ ୨୫ ଜୀବନ

ମାଲକାନଗିରି: ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନ
ହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ୍‌ ଡ୍ରାଇଭର
ବସ୍‌ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ ଅଘଟଣ
କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ OSRTC ବସ୍ ଡ୍ରାଇଭର
କୋରାପୁଟ ମେଡିକାଲରେ ଡ୍ରାଇଭରଙ୍କୁ ମୃତ ଘୋଷଣା କଲେ ଡାକ୍ତର

Leave a Reply

Your email address will not be published. Required fields are marked *