ନିଖୋଜ ହୋଇଥିବା ନୌସେନା ଅଧିକାରୀ ସୌରଭ କୁମାର ପାତ୍ରଙ୍କର ମିଳିଲା ସନ୍ଧାନ।

ନିଖୋଜ ହୋଇଥିବା ନୌସେନା ଅଧିକାରୀ ସୌରଭ କୁମାର ପାତ୍ରଙ୍କର ମିଳିଲା ସନ୍ଧାନ।
ନିଖୋଜ ହୋଇଥିବା ନୌସେନା ଅଧିକାରୀ ସୌରଭ କୁମାର ପାତ୍ରଙ୍କର ମିଳିଲା ସନ୍ଧାନ।

ନିଖୋଜ ନୌସେନା ଅଧିକାରୀ ସୌରଭ କୁମାର ପାତ୍ରଙ୍କର ମିଳିଲା ସନ୍ଧାନ।

ସିସି ଟିଭିରେ କୟେଦ୍ ହେଲା ସୌରଭଙ୍କ ଚିତ୍ର । ବ୍ୟାଗ୍ ଧରି ଯାଉଥିବା ର ଦୃଶ୍ୟ କୟେଦ୍ ହୋଇଥିବା ଜଣାପଡିଛି ।

ଇଚ୍ଛାପୁର ଷ୍ଟେସନ ପ୍ଲାଟଫର୍ମ ବାହାରକୁ ସୌରଭ ଯାଉଥିବା ସିସିଟିଭିରୁ ଜଣାପଡ଼ିଛି।

କମାପଲ୍ଲୀ ରେଳଧାରଣା କଡ଼ରୁ ତାଙ୍କର ମିଳିଲା ପରିଚୟପତ୍ର ।

ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡ଼େ ଗଲେ, ତାର ପତ୍ତା ମିଳୁନାହିଁ।

ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁନ୍ତି କରୁଥିବା ଜଣାପଡିଛି ।

ବ୍ରହ୍ମପୁର ଗେଟ୍ ବଜାରର ବୃନ୍ଦବତୀ ନଗରରେ ସୌରଭଙ୍କ ଘର।

Leave a Reply

Your email address will not be published. Required fields are marked *