ନିଆଁ ଲାଗି ଦୁଇ ବଖରା ଘର ଭଶ୍ମି ଭୁତ l

ନିଆଁ ଲାଗି ଦୁଇ ବଖରା ଘର ଭଶ୍ମି ଭୁତ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାପଘରା ପଂଚାୟତ ଖମାର ଗ୍ରାମର ସୁଲେଇ କୁଦେଇ ଙ୍କର ଅପରାହ୍ନ 4/5 ଘଂଟିକା ସମୟରେ ଅଚାନକ ନିଆଁ ବାହାରି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ଭଶ୍ମି ଭୁତ ହୋଇଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଦମକଳ ବାହିନୀ ସୂଚନା ଦେଇଛନ୍ତି l ପାଇକସାହି ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି l କେଉଁ କରଣ ରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି l

Leave a Reply

Your email address will not be published. Required fields are marked *