ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ରେଡ୍ ଜାରି। ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଚାଲିଛି। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି ଆଇଟି ଟିମ୍।
ଦ୍ୱିତୀୟ ଦିନରେ ୧୫ଟି ସ୍ଥାନରେ ଆୟକର ଚଢ଼ାଉ
ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ
ପୁରୀରୁ ଦୁଇ ଓ ଅନଗୁଳରୁ ଗୋଟିଏ ହୋଟେଲ୍ ଠାବ #
Breaking And Latest News Of Odisha