Breaking news ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର Sukanta NayakAugust 19, 2025 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ
ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବେ ଓଡ଼ିଶା ସରକାର। ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ସରକାର ହେବେ ପ୍ରାୟୋଜକ। ଖୋ ଖୋ ପ୍ରାୟୋଜକ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ କୋଟି ଟଙ୍କା। ପୂର୍ବରୁ…
କଟକ ସଦରରେ ଗୋ ମାଫିଆ ସକ୍ରିୟ। ଗତ କିଛି ମାସ ଧରି କଟକ ସଦର ର ପରମହଂସ, କନ୍ଦରପୁର, ଗତିରାଉତପାଟଣା ତଥା ୪୨-ମୌଜା ଅଞ୍ଚଳରେ ଗୋ ମାଫିଆମାନେ ପୁଲିସ୍ କୁ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଫୋକସ ପ୍ଲସ 15/11/22(କେନ୍ଦ୍ରାପଡ଼ା ):ତୃଣମୂଳ କଂଗ୍ରେସ ନେତା ତଥା ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଅଖିଳ ଗିରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦ୍ଧେଶ୍ୟ ରେ…