Breaking news ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର- Sukanta NayakJuly 23, 2025 ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାରଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତାଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରିସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରି
ଆସୁଛି ବାତ୍ୟା:ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବ ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ଆକଳନ ହୋଇନଥିବା ଆଇଏମଡି ଡିଜି ମୃତ୍ୟୁ ମହାପାତ୍ର…
ଦେଶରେ ଦ୍ରୁତ ଗତିରେ ବଢିଚାଲିଛି ଇନଫ୍ଲୁଏଞ୍ଜା ଫୋକସ ପ୍ଲସ 5/3/2023(ବ୍ୟୁରୋ): କୋଭିଡ ମହାମାରୀ ଯେମିତି ଦ୍ରୁତ ଗତିରେ ବଢିଚାଲିଥିଲା ଆଉ ଏଥିରେ ଲୋକଙ୍କୁ ସତର୍କ ରହିବାକୁ କହିଥିଲେ କେନ୍ଦ୍ର ସରକାର ଠିକ ଏବେ ମଧ୍ୟ…