ଖେଳ ଦିନିକିଆରୁ ଅବସର ନେଲେ ଗ୍ଲେନ୍ Sukanta NayakJune 2, 2025 ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
ଅଲମ୍ପିକ୍ସ ଉଦଘାଟନୀରେ ଭାରତୀୟଙ୍କ ଝଲକ ଗତକାଲି ରାତିରେ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ମହାସମାରୋହରେ ଆରମ୍ଭ ହୋଇଯାଇଛି ପ୍ୟାରିସ ଅଲିମ୍ପିକ୍ସ। ଫ୍ରାନ୍ସ ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ବିଧିବଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି…
ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ଚେନ୍ନାଇକୁ ଜିତାଇ ପାରିଲେନି ଧୋନୀ। ଆଇପିଏଲ୍ର ୧୧ତମ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ। ରୋମାଞ୍ଚକର ମ୍ୟାଚ୍ରେ ରାଜସ୍ଥାନ ୬ ରନରେ ଚେନ୍ନାଇକୁ ହରାଇଛି। ଏଥିସହ ରାଜସ୍ଥାନ ଚଳିତ ଆଇପିଏଲ୍ ସିଜିନରେ…
ଲୋପ ପାଉଛି ବାଇଚଢେଇ ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି)୧୦/୦୭/୨୦୨୨ : ବାଇଚଢେଇରେ, ବାଇଚଢେଇ ତୋ ମା ଯାଇଛି ଗାଈ ଚରେଇ, ଆସିଲେ ଖାଇବୁ ପେଟ ପୁରେଇ ବାଇଚଢେଇରେ, ବାଇଚଢେଇ || ଦିନ ଥିଲା…