ତିନିଲକ୍ଷର ରାସ୍ତା ତିନି ମାସରେ ଧୋଇ ଗଲା

ଫୋକସ ପ୍ଲସ 30/3/23(ବ୍ୟୁରୋ): ମିଳିମିଶି ଖାଇଗଲେ ଢ଼ଲେଇ ରାସ୍ତା। ତିନିଲକ୍ଷ ଟଙ୍କା ର ରାସ୍ତା ତିନି ମାସ ପୁରିଲାନି। ଧୋଇ ଗଲା ରାସ୍ତା ରୁ ଢ଼ଲେଇ। ହେଲେ ଲୁଟି ନେଲେ ତିନି ଲକ୍ଷ।
ଏ ହେଉଛି ସେଇ ଚର୍ଚ୍ଚିତ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ର ଚିକଣା ଗ୍ରାମ ପଞ୍ଚାୟତ। ଫଳକ ଅଛି ହେଲେ କାମ ର ନା ଗନ୍ଧ ନାହିଁ। ଯଦି ବା କାର୍ଯ୍ୟ ହୋଇଛି ତେବେ ଏହି ଏତେ ନିମ୍ନ ମାନର ହେଇଛି ଯାହାକି କେଇମୁଠା ସିମେଣ୍ଟ ବାଲି ଚିଞ୍ଚି ଲୁଟି ନେଇଛନ୍ତି ତିନି ଲକ୍ଷ ଟଙ୍କା। ବିଭାଗୀୟ ଅଧିକାରୀ ଆଉ ସଂପୃକ୍ତ ଠିକାଦାର ଙ୍କ ମିଲିଭାଗତ ହେଇଛି ଏଇ ବଡ ଧାରଣ ର ଦୁର୍ନୀତି।
ଆଉ କେମିତି ନୀରବ ବିଂଝାରପୁର ବ୍ଲକ୍ ପ୍ରଶାସନ। ସମସ୍ତ ଆଡ ଆଳୁଅ ଓ ଦିନ ଦୁଇ ପହରେ ରେ ହେଇଛି ଏହି ଭଳି ଲୁଟ ପ୍ରଶୟ ଦେଇଛି ଖୋଦ ବିଂଝାରପୁର ବ୍ଲକ୍ ପ୍ରଶାସନ।

Leave a Reply

Your email address will not be published. Required fields are marked *