ଢେଙ୍କାନାଳରେ ବୋମାମାଡ଼#BreakingNews

-ଢେଙ୍କାନାଳ: ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼
-ସଦର ଥାନା ଖମାର ସାହିରେ ୨ ଦୁର୍ବୃତ୍ତଙ୍କ ବୋମାମାଡ଼
-ବ୍ୟବସାୟୀ ଜଣଙ୍କ ଖମାର ସାହି ଲକ୍ଷ୍ମୀପୂଜା କମିଟିର ସଂପାଦକ
-ବୋମାମାଡ଼ରେ ଘରର ମୁଖ୍ୟ ଗେଟ୍ କ୍ଷତିଗ୍ରସ୍ତ, ୨ ଦୁର୍ବୃତ୍ତ ଫେରାର
-ବୋମାମାଡ଼ ପୂର୍ବରୁ ଅଜଣା ନମ୍ବରରେ ଆସିଥିଲା ଧମକ
-ବୋମାମାଡ଼ର କାରଣ ଅସ୍ପଷ୍ଟ, ସିସିଟିଭି ଯାଞ୍ଚ ସହ ପୋଲିସର ତଦନ୍ତ

Leave a Reply

Your email address will not be published. Required fields are marked *