ଟ୍ରେନ ରେ କଟି ଜଣେ ଯୁବକଙ୍କ ମୃତ୍ୟୁ

ଫୋକସ ପ୍ଲସ 9/11/22(ରାଜଗାଙ୍ଗପୁର ):ରାଜଗାଙ୍ଗପୁର ରେଳ ଫାଟକ ଠାରେ ଟ୍ରେନ ରେ କଟି ଜଣେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସୁନ୍ଦରଗଡ଼ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ପ୍ରାୟ ୧୧ ଟା ସମୟରେ ରାଜଗାଙ୍ଗପୁର ରୁ ରାଉରକେଲା ପଟେ ଯାଉଥିବା ଏକ ମାଲ ଗାଡି ଧକ୍କା ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଙ୍କ ପରିଚୟ ମିଳି ନଥିବା ବେଳେ ବୟସ ପ୍ରାୟ ୨୫ ବର୍ଷ ନେଇ ଅନୁମାନ କରାଯାଉଛି । ଖବର ପାଇ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *