Breaking newsରାଜ୍ୟ •ଟ୍ରକ୍ ପଛରେ ଧକ୍କାଦେଲା କାର୍; ୪ ମୃତ, ୫ ଗୁରୁତର thefocusplusFebruary 13, 2022 •ଫୁଲବାଣୀ ସଦର ଥାନା ଲାହାବାଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା •ଘଟଣାସ୍ଥଳରେ ୨ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ •ଗୁରୁତର ୫ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର •ବିଶିପଡ଼ାର ତାଳପଡ଼ାରୁ ଭୋଜି ଖାଇ ଗୁମ୍ମାଗଡ଼କୁ ଫେରୁଥିଲେ.
ଡରାଉଛି 2025 କେଉଁଠି ଗୁଳି ମାଡ଼ ତ କେଉଁଠି ଲୁଟ, ପାଟ।ପୁଣି ଏବେ ଖବର ଆସୁଛି ସିଲିଣ୍ଡର ଫାଟି ମାଆ ଓ ୨ ଝିଅ ଗୁରୁତର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ଘରମାଆ ଶେଫାଳି ଓ ଦୁଇ ଝିଅ ଗୁରୁତର ଆହତସଂକଟାପନ୍ନ ମାଆ ଓ ସାନଝିଅ କଟକ ସ୍ଥାନାନ୍ତରିତଢେଙ୍କାନାଳ ବେଲଟିକିରି ପଞ୍ଚାୟତ ବନ୍ଧ ନୂଆଗାଁର…
ଆସିଛି ଭାରତୀୟ ଟିମ୍ ପାଇଁ ଖୁସି ଖବର ଫୋକସ ପ୍ଲସ 02/02/2023(ବ୍ୟୁରୋ): ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆସିଯାଇଛି ଭାରତୀୟ ଟିମ୍ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ…
ଅଲୌକିକ ସ୍ୱପ୍ନାଦେଶ ପରେ,ଗାଁ ଲୋକେ ଖୋଜି ପାଇଲେ ଶିବ ଲିଙ୍ଗ। ଫୋକସ ପ୍ଲସ 🙁 କୋରାପୁଟ)|05/04/22 ଗାଁର ଦୁଇ ଜଣ ଲୋକଙ୍କୁ ସ୍ଵପ୍ନାଦେଶ ପରେ ପାହାଡ଼ ଉପରୁ ଶିବ ଲିଙ୍ଗ ଉଧାର , ଶିବ ଲିଙ୍ଗ ମିଳିବା ପରେ…