ଅପରାଧ ଟାୱାର ଉପରୁ ଡେଇଁଲେ ଯୁବକ Sukanta NayakJanuary 12, 2025 ବଲାଙ୍ଗିରରେ ଟେଲିକମ ଟାୱାର ଉପରୁ ଡେଇଁଲେ ଯୁବକଘରୋଇ ଝଗଡ଼ା ଯୋଗୁଁ ନିରାକାର ଶବରଙ୍କ ଆତ୍ମହତ୍ୟା ସନ୍ଦେହବେଲପଡ଼ା ଥାନା ନୁନହାଡ଼ ଗାଁର ଘଟଣା
ବେଆଇନ୍ ବାଲି ଘାଟରେ ଚଢାଉ, ଚାରି ବାଲି ଡିପୁ ଜବତ । କରଞ୍ଜିଆ୩୦/୦୨/୨୦୨୪: ଚୋରା ମାଫିଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି କରଞ୍ଜିଆ ତହସିଲ୍ ଅଞ୍ଚଳ। କରଞ୍ଜିଆ ତହସିଲ୍ ଚଢ଼େଇଭୋଳ ଅଞ୍ଚଳ ରେ ଦିନ ରାତି ମlତିଛନ୍ତି ପଥର ଏବଂ ବାଲି…
ଏସଏସଡି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୃତ;କାରଣ ଅସ୍ପଷ୍ଟ ଫୋକସ ପ୍ଲସ(ରାଇରଙ୍ଗପୁ) ୨୯/୦୭/ ୨୦୨୨:ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ପଣ୍ଡୁପାଣି ଅନୁସୂଚିତ ଜାତି/ଜନଜାତି ବିଦ୍ୟାଳୟର ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ମୁନା ମାର୍ଣ୍ଡୀ (୧୫)ଙ୍କ…
୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ବନ୍ଧା ହେଲେ। ମିଳିଥିବା ସୁଚନା ଅନୁସାରେ ସୋର ପୌରାଞ୍ଚଳ ଚକବାରାପୁର ଗ୍ରାମର ଶେଖ ରାଜୀବ ଦୀର୍ଘଦିନ ଧରି ସୋରର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ଚଳାଉଥିଲେ। ଖବର ପାଇ ସୋର…