ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଗଲେ
ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ
ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଗଲେ ରାଷ୍ଟ୍ରପତି।
