ଜେମିତି ମଞି ପୋତିବା ସେମିତି ଫଳ ପାଇବା

ଫୋକସ ପ୍ଲସ (ଜଗତସିଂହପୁର)୧୦/୦୭/୨୦୨୨: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ବଲରାମପୁର ଗ୍ରାମ ପଞ୍ଚାୟତ ର କାଠିଆପଡା ଗ୍ରାମ ର ଅକ୍ଷୟ କୁମାର ଦାସ ତାଙ୍କ ପୁଅ ଆଦର୍ଶ କୁମାର ଦାସ ଶିଶୁ ମନ୍ଦିର ରେ ପାଠା ପଢ଼ୁ ଥିବାବେଳେ ନବୋଦୟ ପାଇଁ ସିଲେକ୍ସନ ହୋଇଥିଲେ ।ଜଗତସିଂହପୁର ଜିଲ୍ଲା ର ମାନ ଗୌରବ ରଖିଛନ୍ତି ଯା ହି କି ଟପର ହୋଇ ଦେଖେଇ ଛନ୍ତି। ବାପ ଶିକ୍ଷକ ହୋଇଥିବା ବେଳେ ମା ହାଉସ ୱାଇପି ମା ଗୋଡେ ଗୋଡେ ଜଗି ସକାଲେ ପାଠ ପଢାଇଥିବା ବେଳେ ଆଜି ତାର ସଫଳତା ପାଇଲେ କଥା ରେ ଅଛି ଯେମିତି ଗଛ ଲଗାଇବା ସେମୀତି ଫଳ ପାଇବେ ତାଆର ପ୍ରତିଫଳ ଦେଖିବାକୁ ମିଳିଛି ।କାଠିଆପଡା ଗ୍ରାମର ଏକୋଇର ବଳା ଅଖୟ କୁମାର ଦାସ ଙ୍କ ପୁଅ ଆଦର୍ଶ ଦାସ ଜାହାଙ୍କ ପଛରେ ବାପା ମା ଓ ଟିଉସନ ସାର ଏବଂ କୋଚିଂ ସେଣ୍ଟର ସିଖ୍ୟକ।ଓ ଆଦର୍ଶର ଚେଷ୍ଟା ଓ ଉଦ୍ୟମ |

ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *