Breaking newsଅପରାଧ ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ Sukanta NayakNovember 27, 2024 କେନ୍ଦୁଝର: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ଭୁବନେଶ୍ବର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍
ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ ଗୁଣୁପୁର ଜିଆଇଇଟି ବିଶ୍ଵବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ। କମ୍ପୁଟର ବିଭାଗରେ ସର୍ଟସର୍କିଟରୁ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା…
ଅବସରପ୍ରାପ୍ତ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ ଙ୍କ ପରଲୋକ ରେ ଶୋକ। ଫୋକସ ପ୍ଲସ 15/5/22 (ମୟୁରଭଞ୍ଜ):ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ବସ୍ତି ରେ ଥିବା ନିଜ ବାସଭବନ ରେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ (୯୫)…
ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ସୁସ୍ଥ ହେବା ପରେ ଘରୋଇ ମେଡ଼ିକାଲ୍ରୁ ସିଧା ନବୀନ ନିବାସ ଗଲେ।ଡିହାଇଡ୍ରେସନ୍ ଯୋଗୁ ଭୁବନେଶ୍ୱରର ଏକ ଘରୋଇ…