ଜୀବନର ମୂଲ୍ୟ ବୁଝିଛି କୁନି ଝିଅ

ଫୋକସ ପ୍ଲସ ୧୬/୬/୨୨(ଯାଜପୁର )ପ୍ରତେକ ଜୀବନ ମୂଲ୍ୟବାନ ଏକା ବୁଝି ପାରିଛି ଜଣେ କୁନି ଝିଅ l ଆଜି କାଲି ରାସ୍ତା ଘାଟରେ ବେପରୁଆ ଗାଡି ଚାଳନା ହେଉ ଅବା ରାସ୍ତା ମଝିରେ ଥିବା ଖାଲ ଢିପ ପାଇଁ ଅନେକ ଦୁର୍ଘଟଣା ଘଟୁଛି l ସେଇ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି l ତେବେ ଯାଜପୁର ଟାଉନ ରାସ୍ତାରେ ଥିବା ହମ୍ପସ ପାଇଁ ଅନେକ ଦୁର୍ଘଟଣା ଘଟୁଥିବା ବେଳେ କୁନି ଝିଅଟି ହମ୍ପସ ଉପରେ ଧଳା ରଙ୍ଗ ବୋଲି ଲୋକ ମାନଙ୍କୁ ସଚେତନ କରିଛନ୍ତି l ଧଳା ରଙ୍ଗକୁ ବହୁ ଦୂରରୁ ଦେଖି ବାଇକ ଚାଳକ ମାନେ ହମ୍ପସ ଥିବା ସହଜରେ ଜାଣି ପାରିବା ସହ ସତର୍କ ରହି ଗାଡି ଚଳେଇବେ l ଦୁର୍ଘଟଣାରୁ ଅନେକ ଲୋକ ବର୍ତ୍ତୀ ପାରିବେ ବୋଲି କୁନି ଝିଅଟି କହିଛନ୍ତି l

Leave a Reply

Your email address will not be published. Required fields are marked *