ପୁରୀ12/01/2024: ପୁରୀଜିଲ୍ଲାର ସଂସ୍କୃତିଭବନରେ ଜୀଟୀ ଭାରତ ଦ୍ଵାରା ଏଚଡ଼ିଏଫସି ବ୍ୟାଙ୍କ ପରିବର୍ତନର ଶ୍ରୀ ପ୍ରକଳ୍ପ ପାଇଁ ବାଏର ସେଲ୍ଳେର ଆୟୋଜନ କରାଯାଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ସିଡିଓ , ଇଓ, ଜିଲ୍ଲା ପରିଷଦ ପୁରୀ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ମହାପାତ୍ର, ଡିପିଏମ ଓ ଏଲଏମ ଶ୍ରୀଯୁକ୍ତ ବନଜାକାନ୍ତମାହାରୀ, ଡେପୁଟି ସିଇଓ ଓରମାସ କୁମାରୀ ଭକ୍ତ ପଟ୍ଟନାୟକ, ଗ୍ରାଣ୍ଡ ଥଟନ ଭାରତର ପାର୍ଟନର ମନୋଜ ଖରବ, ଜିଲ୍ଲା କ୍ଲଷ୍ଟ୍ରର ମ୍ୟାନେଜର କୃଷ୍ଣ ଚନ୍ଦ୍ର ସେଠି, ସୁବ୍ରତ ସେଠି ସ୍ନିଗ୍ଧାଞ୍ଜଳି ମିଶ୍ର ଯୋଗ ଦେଇଥିଲେ।
ଜୀଟୀ ଭାରତ ଦ୍ଵାରା ଏଚଡ଼ିଏଫସି ବ୍ୟାଙ୍କ ପରିବର୍ତ୍ତନ।
