Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ thefocusplusMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି କରୀନା କପୁର I କରିସ୍ମାଙ୍କ ପୁଅକୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି, ତମୁରଙ୍କ ସହ ପିଜା ଖାଉଥିବା ସମୟରେ ତାଙ୍କର ସୁନ୍ଦର ଫୋଟୋ ସେୟାର କରିଛନ୍ତି | କରିସ୍ମା କପୁରଙ୍କ ପୁଅ କିୟାନ୍…
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର- ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାରଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତାଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରିସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ଥିତି…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ…