accident ଜଳୁଛି ପର୍ତ୍ତୁଗାଲ ଜଙ୍ଗଲ….. Sukanta NayakSeptember 19, 2024 -ପର୍ତ୍ତୁଗାଲର କେନ୍ଦ୍ରୀୟ ଏବଂ ଉତ୍ତର ଭାଗରେ ଥିବା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। -୧୦୦ କିଲୋମିଟର ଯାଏଁ ବ୍ୟାପିଛି ନିଆଁ। -ସାରା ଦେଶରେ ହାଇ ଆଲର୍ଟ ଜାରି କରିଛନ୍ତି ସରକାର। -୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ।
ଇଲେକ୍ଟ୍ରି ଖୁଂଟରେ ଧକ୍କାଦେଲା କାର, ଚାଳକ ମୃତ ଅନ୍ୟ ଜଣେ ଆହତ । ଘସିପୁରା06/01/24; ନୂତନ ବର୍ଷ ଆରମ୍ଭରୁ ପ୍ରତେକ ଦିନ କିଛିନା କିଛି ଦୃଘଟଣା ଘଟି ଅନେକେ ଧନଜୀବନ ନଷ୍ଟ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ନିଜ କାର…
ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣା ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ, ବନବିଭାଗ ଓ ରେଳ ବିଭାଗ ଦୁହିଁଙ୍କ ଅବହେଳା ଯୋଗୁଁ ନିରୀହ…