Breaking newsଅପରାଧ ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ Sukanta NayakAugust 20, 2024August 20, 2024 କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
ପରିଚୟ ପତ୍ର ନଥଲେ ନିଜ ଦେଶକୁ ଫେରିଯାଅ:ଆଇନମନ୍ତ୍ରୀ, ଅନୁପ୍ରବେଶକାରୀ ଙ୍କୁ ଝଟକା! ରାଜ୍ୟରେ ଚିହ୍ନଟ ହେବେ ଅନୁପ୍ରବେଶକାରୀ । ବାଂଲାଦେଶ ସଙ୍କଟ ପରେ ବୁଲା ବିକାଳିଙ୍କ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ କାମ କରୁଥିବା…
ଢାବା ମାଲିକଙ୍କୁ ଗୁଳିକରି ଚମ୍ପଟ ‘ ମାରୁଥିଲେ,ପୋଲିସର ୨ ଡକାୟତଙ୍କୁ ଏନକାଉଣ୍ଟର ରାଉରକେଲାରେ ଡବଲ ଏନକାଉଣ୍ଟରଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସର ଏନକାଉଣ୍ଟରଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟରଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି…
ରାଜା ଚ୍ରକର ସହଯୋଗୀ ସମୀର ଜେନାଙ୍କୁ ବାନ୍ଧିଲା EOW ଭୁବନେଶ୍ୱର ୨୦/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସମୀର ଜେନାଙ୍କୁ ଗିରଫ କଲା ଇଓଡବ୍ଲୁ।…