ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ ଭୋଗରାଇ ଥାନା IIC, ସସ୍‌ପେଣ୍ଡ୍ ହେଲେ

ଜଳେଶ୍ବର: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍
କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପି
ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ
ବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ଯାତନା ଦେଇଥିଲେ
ସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ
ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁ ଜଣାଇଥିଲେ
କର୍ମଚାରୀ ଅଭାବରୁ ଏପରି କରିଥିଲୁ ବୋଲି IIC ଖାମଖିଆଲି ମନ୍ତବ୍ୟ ଦେଇଥିଲେ

Leave a Reply

Your email address will not be published. Required fields are marked *