ଚଢ଼ାଉ ପାଇଁ ଯାଇ ଅବକାରୀ ଟିମ୍‌ ହଟହଟା ଲୋକେ କଲେ ଏମିତି?

ଜଳେଶ୍ବର: ବ୍ରାଉନସୁଗାର ରେଡ୍‌ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା
-ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ
-ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ ଲୋକେ
-ଅବକାରୀ ବିଭାଗ ଗାଡ଼ି ଅଟକାଇ ଚାବି ଛଡ଼ାଇ ନେଇଥିବା ଅଭିଯୋଗ
-ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ

Leave a Reply

Your email address will not be published. Required fields are marked *