ଜଳେଶ୍ୱର:60 ଜାତୀୟ ରାଜପଥ ଜଳେଶ୍ୱର ଲଷ୍ମଣ ନାଥ ଟୁଲ ଗେଟ ପାଖରେ ଭୟଙ୍କର ବସ ଦୁର୍ଘଟଣା 2ମୃତ 10ଗୁରୁତର, ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡିଲଫିନ ନାମକ ବସ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ ପଛପଟେ ଧକ୍କା ଦେଇଥିଲା, ବସରେ କେବିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ, ଡ୍ରାଇଭର ଓ ହେଲ୍ପର ମୃତ 10 ଯାତ୍ରୀ ଗୁରୁତର, ଜଳେଶ୍ୱର ପୋଲିସ ଉଦ୍ଧାର କରି ଜଳେଶ୍ୱର ଓ ବାଲେଶ୍ୱର ହସ୍ପିଟାଲକୁ ପଠାଇଛି, ଦୁର୍ଘଟଣାର ତଦନ୍ତ ଜାରି
ଘଟଣାସ୍ଥଳରେ ଡ୍ରାଇଭର୍ ଓ ହେଲପର୍ଙ୍କ ମୃତ୍ୟୁ, ୯ ଯାତ୍ରୀ ଗୁରୁତର
