ଗୌତମ ଗମ୍ଭୀରଙ୍କୁ ISIS କାଶ୍ମୀର ପକ୍ଷରୁ ହତ୍ୟା ଧମକ;ଦିଲ୍ଲୀ ପୋଲିସର ତନାଘନା

ISIS କାଶ୍ମୀର ପକ୍ଷରୁ ହତ୍ୟା ଧମକ

ଇ-ମେଲ ଜରିଆରେ ଧମକ ମେସେଜ୍

ଭାରତୀୟ କ୍ରିକେଟ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର

ଧମକପୂର୍ଣ୍ଣ ମେସେଜ୍ ନେଇ ଜଣାଇଲେ ଗମ୍ଭୀର

ଦିଲ୍ଲୀ ପୋଲିସ ନିକଟରେ କଲେ ଅଭିଯୋଗ

ଅଭିଯୋଗ ପରେ ଆକ୍ସନରେ ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସର ତନାଘନା ଆରମ୍ଭ

Leave a Reply

Your email address will not be published. Required fields are marked *