ଫୋକସ ପ୍ଲସ(କଟକ)୦୫/୦୯/୨୦୨୨: ଆଜି ଭାରତର ମହାନ ଗୁରୁ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପୁଣ୍ୟ ଜନ୍ମତିଥି।ଆଦର୍ଶ ଗୁରୁ ଓ ସଫଳ ଜନନାୟକ ଭାବରେ ଭାରତବର୍ଷ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ।ଅସାଧାରଣ ପାଣ୍ଡିତ୍ୟ କର୍ତ୍ତବ୍ୟ ନିଷ୍ଠା ନିସ୍ୱାର୍ଥପର ଜନ ସେବା ମାନବିକତା ଯୋଗୁ ରାଧାକୃଷ୍ଣନଙ୍କୁ ଭାରତର ଶ୍ରେଷ୍ଠ ଜାତୀୟ ସନ୍ନମାନ ଭାରତରତ୍ନ ଉପାଧିରେ ପ୍ରଦାନ କରାଯାଇଥିଲା।ଜଣେ ଆଦର୍ଶ ଛାତ୍ରବତ୍ସଳ ଗୁରୁଙ୍କ ଜନ୍ମ ତିଥିକୁ ସମ୍ମାନ ପ୍ରଦଶନ ସ୍ୱରୂପ ଗୁରୁଦୀବସ ରୂପେ ପାଳନ କରାଯାଏ।ଦୁଖଃ ପରିତାପର ବିଷୟ ଆଜି ଭାରତ ବର୍ଷରେ ଶିକ୍ଷାନୁଷ୍ଠାନ ରେ ପାଳନ ହେଉଛି ଗୁରୁଦୀବସ ଛାତ୍ର ଛାତ୍ରୀ ମାନେ ଗୁରୁଙ୍କୁ ପୂଜା କରୁଛନ୍ତି କିନ୍ତୁ ଛାତ୍ର ଛାତ୍ରୀ ମାନେ ଜାଣି ନାହାଁନ୍ତି କାହିଁକି ପାଳନ ହେଉଛି ଗୁରୁଦୀବସ ଏଠି ପ୍ରଶ୍ନ ଉଠୁଛି ଆଜିର ଶିକ୍ଷା ବ୍ୟବସ୍ଥା ଗତି କେଉଁ ଆଡ଼କୁ। ଦେଖିବାକୁ ମିଳୁନାହିଁ ପଦ୍ମଶ୍ରୀ ସ୍ୱର୍ଗତ ନନ୍ଧ ସାରଙ୍କ ଚାଟଶାଳୀ ନା ଆଉ ଦେଖିବାକୁ ମିଳୁନାହିଁ ଶିକ୍ଷା କେନ୍ଧ୍ରରେ ବେତର ପ୍ରାହାର ଏବେ ମାର୍ବଲ ଚଟାଣ କୁ ଶିକ୍ଷାକେନ୍ଦ୍ର ରେ ଆହାର।ସବୁ ସୁବିଧା ଥାଇ ମଧ୍ୟ ବାସ୍ତବକ୍ଷେତ୍ରର ନୀତି ନୈତିକତା ସହ ପାରମ୍ପାରିକ ଶିକ୍ଷାର ଘୋର ଅଭାବ ରୁ ଛାତ୍ର ଛାତ୍ରୀ କ୍ଷେତରେ ଏଭଳି ପରିଲକ୍ଷିତ ହେଉଛି।ଏଥି ପାଇଁ ଦାୟୀ କିଏ ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ ନା ରାଜନୀତିକରଣ ବିଚାର ଆପଣ ମାନଙ୍କର।
କଟକସଦରରୁ ରତିକାନ୍ତ ପଟ୍ଟନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |