ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ ବରିଡା ଗ୍ରାମରେ ହତ୍ୟାକାଣ୍ଡ


ଭତ୍ତା ଟଙ୍କା ପାଇଁ ପୁଅ ନେଲା ବାପାର ଜୀବନ !

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ ବରିଡା ଗ୍ରାମ ର ଗୋପାଳ ନଗର ସାହି ରେଘଟିଛି ଏହିଭଳି ହତ୍ୟାକାଣ୍ଡ ।
ଜନ୍ମକଲା ବାପାକୁ ହତ୍ୟା କଲା ପୁଅ l ମୃତକ ଜଣକ ହେଲେ ବୃଦ୍ଧ ପଦ୍ମନାଭ ସାହୁ।
ପଦ୍ମନାଭଙ୍କ ମଝିଆ ପୁଅ ରମେଶଚନ୍ଦ୍ର ସାହୁ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା।
ପରେ ପୁଅ ଉଗ୍ରରୂପ ନେବା ସହ ଛୁରୀରେ ଭୁସି ବାପାକୁ ହତ୍ୟା କରିଛି l
ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବ ଜବତ କରିବା ସହ ପୁଅ ରମେଶକୁ ଉଠାଇ ନେଇ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *