ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ଭେଟି
-ଖୋର୍ଦ୍ଧାରେ ଖୋଲିବ ନ୍ୟାସନାଲ୍ ଫୋରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି
-କାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା
-ଏଥିପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି
-ସୂଚନା ଦେଲେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ
ଖୋର୍ଦ୍ଧାରେ ଖୋଲିବ ନ୍ୟାସନାଲ୍ ଫୋରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି
