ଫୋକସ ପ୍ଲସ 8/12/2022(ହାଟଡିହୀ ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଝିଣ୍ଟିକା ଙ୍କ ଭତ୍ତା ଟଙ୍କା ଖାଇଲା କିଏ ? “ଆଞ୍ଚଳିକ ଖବର” ରେ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ ଝିଣ୍ଟିକା ଙ୍କୁ ମିଳିଲା ଭତ୍ତା ଟଙ୍କା। ମାଙ୍କଡ ହାତରେ ଶାଳଗ୍ରାମ। ମାରେଇଗାଁ ପଞ୍ଚାୟତ ପିଅନ ହଳଧର ଗିରି ଙ୍କ ହାତରେ ଭତ୍ତା ପ୍ରଦାନ ଦାଇତ୍ଵ।ପିଇଓ.ଜିଆରଏସ ଗଲେ କୁଆଡେ?୭ ମାସର ୧୪୦୦ ଟଙ୍କା କହାପଖରେ ଥିଲା ।କାହିଁକି ଝିଣ୍ଟିକା ଙ୍କୁ ଦିଆଯାଉ ନଥିଲା ମାସକୁ ମାସ ଭତ୍ତା ଟଙ୍କା।କାହା ସ୍ୱାର୍ଥରେ ମାସକୁ ୨୦୦ ଟଙ୍କା ରଖୁଥିଲେ ଭତ୍ତା ବିଭାଗ। ଅନଲାଇନ୍ ରେ ୫୦୦ଟଙ୍କା ଆକାଉଣ୍ଟ କୁ ଯାଉଥିବା ବେଳେ ଆଉ ୨୦୦ ଟଙ୍କା କାହିଁକି ଆକାଉଣ୍ଟ କୁ ଯାଉନାହିଁ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି।
