ଫୋକସ ପ୍ଲସ (ରେଙ୍ଗାଲି): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ନୁଆଁରମ୍ପେଲା ଗାଁ ରେ ଥିବା କୁମ୍ବାର ପରିବାର କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେବା ଅତି ଦୁଃଖରେ ଥିଲେ | କିନ୍ତୁ ଏହି ବର୍ଷ କରୋନା କଟକଣା କମିଛି ଏବଂ ଏଥର ରେଙ୍ଗାଲି ଅଂଚଳରେ ଲୋକେ ମାନେ ମଧ୍ୟ ଦୀପାବଳି କୁ ନେଇ ବେଶୀ ଖୁସି ଥିବା ବେଳେ ଲାଗି ପଡିଛନ୍ତି କୁମ୍ବାର ପରିବାର ନିଜ ହାତ ତିଆରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ରେ
ଆସୁଛି ଦୀପର ପର୍ବ ଦୀପାବଳି , ଦୀପାବଳି ଆସିଲେ କୁମ୍ବାର ଟିଏ ଲାଗି ପଡିଥାଏ ନିଜେ ମନପ୍ରାଣ ଦେଇ ଦୀପ ସହ ବିଭିନ୍ନ ମାଟି ତିଆରି ଜିନିଷ ପ୍ରସ୍ତୁତି କରିବାରେ | ଜୋର ସୋର ରେ ପ୍ରସ୍ତୁତି କରି ଥାନ୍ତି କୁମ୍ବାର ପରିବାର ଏଥର ଲୋକ ମାନେ ମଧ୍ୟ ଦୀପାବଳି ପାଇଁ ପ୍ରସ୍ତୁତ ଥିବା ବେଳେ କୁମ୍ବାର ପରିବାର ଙ୍କ ମନରେ ମଧ୍ୟ ଅନେକ ଆଶା ଅଛି କି ତାଙ୍କ ହାତ ତିଆରି ଜିନିଷ ଦୀପାବଳି ରେ ଲାଗିବ ବୋଲି | ଖୁବ ସୁନ୍ଦର ଭାବରେ ତିଆରି କରୁଛନ୍ତି ଦୀପ |କିଏ ମେସିନ ସାହାଯ୍ୟ ରେ ତ ଆଉ କିଏ ପୁରୁଣା ଢାଞ୍ଚା ରେ ପ୍ରସ୍ତୁତ କରୁଛନ୍ତି ଦୀପ |ଆଉ ଦେଖନ୍ତୁ କିପରି ଭାବରେ ସୁନ୍ଧର ସୁନ୍ଧର ଭାବରେ ତିଆରି କରା ଯାଉଛି ଦୀପ କୁ |
କୁମ୍ବାର ମାନଙ୍କ ସମସ୍ତ ପରିବାର ଲାଗି ପଡିଛନ୍ତି ଦୀପ ତିଆରି କରିବା ପାଇଁ | ଏବଂ ନିଜ ଗାଁ ପାଖ ବଜାର ସହ ଗାଁ ଗାଁ ଯାଇ ଦୀପ ମଧ୍ୟ ବିକି ଥାନ୍ତି ଏହି କୁମ୍ବାର ମାନେ |ଏବଂ ସବୁଠୁ ବଡ଼ କଥା ଏମାନଂକୁ ପାଖକୁ ସମ୍ବଲପୁର ରେ ବେପାରୀ ମାନେ ମଧ୍ୟ ଆସି କୁ ନେଇ ଥାନ୍ତି ଦୀପ |ଏହି ଦୀପ ତିଆରି ହେଲେ ସେମାନଙ୍କ ପରିବାର ଚାଲିଥାଏ ଏବଂ ସେଥିପାଇଁ ଗତ ଦୁଇ ବର୍ଷ ପରେ ଏବେ ସେମାନେ ଜୋର ସୋର ରେ ଲାଗି ପଡିଛନ୍ତି ଦୀପ ତିଆରି କରିବା ପାଇଁ | ଆଗରୁ ଏମାନଂକୁ କରୋନା କଟକଣ |ପାଇଁ ନିଜର ପେଟ ପୋଷିବା ବି ଦୁଃଖ କଷ୍ଟ ରେ ହେଉଥିଲା ଏବଂ ଏବେ ଏମାନଂକ ମନରେ ଆଶା ଅଛି କି ଏହି ବର୍ଷ ଦୀପାବଳି ରେ ଦୁଇ ପଇସା ରୋଜଗାର କରି ନିଜର ରୋଜଗାର ମେଣ୍ଟନ କରିପରିବେ ବୋଲି |କିନ୍ତୁ ଏଥର ନୁଆଁ ଆଶା ଭରସା ରେ ଲାଗି ପଡିଛନ୍ତି କୁମ୍ବାର ପରିବାର |
କୁମ୍ବାର ମାନଙ୍କ ସମସ୍ତ ପରିବାର ଲାଗି ପଡିଛନ୍ତି ଦୀପ ତିଆରି କରିବା ପାଇଁ | ଏବଂ ନିଜ ଗାଁ ପାଖ ବଜାର ସହ ଗାଁ ଗାଁ ଯାଇ ଦୀପ ମଧ୍ୟ ବିକି ଥାନ୍ତି ଏହି କୁମ୍ବାର ମାନେ | ଏବଂ ସବୁଠୁ ବଡ଼ କଥା ଏମାନଂକୁ ପାଖକୁ ସମ୍ବଲପୁର ରେ ବେପାରୀ ମାନେ ମଧ୍ୟ ଆସି କୁ ନେଇ ଥାନ୍ତି ଦୀପ | ଏହି ଦୀପ ତିଆରି ହେଲେ ସେମାନଙ୍କ ପରିବାର ଚାଲିଥାଏ ଏବଂ ସେଥିପାଇଁ ଗତ ଦୁଇ ବର୍ଷ ପରେ ଏବେ ସେମାନେ ଜୋର ସୋର ରେ ଲାଗି ପଡିଛନ୍ତି ଦୀପ ତିଆରି କରିବା ପାଇଁ | ଆଗରୁ ଏମାନଂକୁ କରୋନା କଟକଣ | ପାଇଁ ନିଜର ପେଟ ପୋଷିବା ବି ଦୁଃଖ କଷ୍ଟ ରେ ହେଉଥିଲା ଏବଂ ଏବେ ଏମାନଂକ ମନରେ ଆଶା ଅଛି କି ଏହି ବର୍ଷ ଦୀପାବଳି ରେ ଦୁଇ ପଇସା ରୋଜଗାର କରି ନିଜର ରୋଜଗାର ମେଣ୍ଟନ କରିପରିବେ ବୋଲି | କିନ୍ତୁ ଏଥର ନୁଆଁ ଆଶା ଭରସା ରେ ଲାଗି ପଡିଛନ୍ତି କୁମ୍ବାର ପରିବାର |
ରେଙ୍ଗାଲିରୁ ଜଗନ୍ନାଥ ମେହେରଙ୍କ ରିପୋର୍ଟ