କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପୃକ୍ତ ପୁରୁଷ ବନ୍ଧୁ ଗିରଫ,କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ମାଡ଼ ଘଟଣାରେ ୨ ସିକ୍ୟୁରିଟି ଗାର୍ଡ ଥାନା ରେ ଅଟକ

କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପୃକ୍ତ ପୁରୁଷ ବନ୍ଧୁ ଗିରଫ। ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବକୁ ଗିରଫ କରି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ। ରାଜ୍ୟ ବାହାରକୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବାବେଳେ ଭୁବନେଶ୍ବର ଏୟାରପୋର୍ଟ ନିକଟରୁ ତାକୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *