ସାଲେପୁର: କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ଜଣେ ମୃତ
-୨ ଗୁରୁତର କାଉଡ଼ିଆଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର
-ନିଶ୍ଟିନ୍ତକୋଇଲି ତହସିଲ ଛକ ବାବୁଜଙ୍ଗରୁ ପାଣି ନେଇ ପାଇକରାପୁର ଯାଉଥିଲେ
-୩୭ ଜଣ କାଉଡ଼ିଆ ମିଶି ଯାଉଥିଲେ, ଅଭିଯୁକ୍ତ କାର୍ ଡ୍ରାଇଭର ଅଟକ
କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍
