କଳିଙ୍ଗନଗର ଥାନାରୁ ଆସାମୀ ଖସି ପଳାଇବା ଘଟଣା ରେ ୪ ଜଣ ଥାନା କର୍ମଚାରୀ ନିଲମ୍ୱିତ |

ଯାଜପୁର12/12/2023; ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନାରେ ଚକରା ବେହେରା ଯିଏକି ଜାଣେ ଦୃଦାନ୍ତ ଅପରାଧୀ ସବୁ ଡକାୟତ ଘଟଣାର ସଂପୃକ୍ତ ଆସାମୀ ପାଇଖିନାକୁ ଯାଇଥିବା ସମୟରେ ଖସି ପଳାଇଛି। ଆସାମୀ ଜଣଙ୍କ ଖସିଯିବା ଘଟଣାରେ କଳିଙ୍ଗନଗର ଥାନାର ଦୁଇ ପୋଲିସ ASI ହେଲେ ଜଣେ ଲକ୍ଷ୍ମୀ ଧର ଦାସ,ଆଉ ଅଛୁତା ନନ୍ଦ ଦାସ,ଆଉ ଦୁଇ ପୋଲିସ କନଷ୍ଟେବଳ ହେଲେ ପ୍ରଶାନ୍ତ କୁମାର ସେନାପତି,ରାମ ମୁର୍ମୁ ଆଜି ନିଲମ୍ୱିତ ହୋଇଛନ୍ତି ।ଏନେଇ ସୋମବାର ଦିନ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭରୀୟସ ଟୋପଙ୍କ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *