କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ

କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ
-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ
-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ ଗଲା ଜୀବନ
-ମହନ୍ତଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର
-ମେଡିକାଲରେ ପହଞ୍ଚି ଦୁଃଖ ପ୍ରକାଶ କଲେ କେନ୍ଦୁଝର ସାଂସଦ ଅନନ୍ତ
ନାୟକ

Leave a Reply

Your email address will not be published. Required fields are marked *