କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗାଉଥିଲେ ଗୀତ, ଗୀତ ଅଧାରୁ ଷ୍ଟେଜ ରୁ ଓଲ୍ହାଇ ଦେଲା ପୋଲିସ!

ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ଘଟଣା

•ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ
•ଗୀତ ଅଧାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ
•ରାତି ୧୦ଟା ବାଜିବାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦିଆଯାଇଥିବା ସୂଚନା
•ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

Leave a Reply

Your email address will not be published. Required fields are marked *