-ମାଲକାନଗିରି IICଙ୍କୁ ବିକ୍ଷୋଭକାରୀଙ୍କୁ ଦୁର୍ବ୍ୟବହାର ଘଟଣା
-କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା
-IICଙ୍କୁ ଜୋର ଜବରଦସ୍ତ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ ପାଇଁ ମାମଲା
ମାନସ ଚୌଧୁରୀଙ୍କ ନାଁରେ ଆଟ୍ରୋସିଟି ଦଫାରେ ମାମଲା ରୁଜୁ
-ଏକ ଧର୍ମୀୟ ସଂଗଠନର ପ୍ରତିବାଦ ଶୋଭାଯାତ୍ରା ବେଳେ ଅପ୍ରିତିକର ଘଟଣା ଘଟିଥିଲା