Breaking news ଓଲଟିଲା ଦଣ୍ଡନାଚ ଗାଡ଼ି Sukanta NayakApril 7, 2025 ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ):କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 75ବର୍ଷ…
ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଦେଖାଇଲେ ଫୋକସ ପ୍ଲସ 02/02/2023(ବ୍ୟୁରୋ): ଗୁରୁବାର ଯୁବଜାନା ଶମ୍ରିକ ରାଇଥୁ ତେଲେଙ୍ଗାନା ପାର୍ଟି (ୱାଇଏସଟିଆରପି)ର ମୁଖ୍ୟ ୱାଇଏସ ଶର୍ମିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ…
ଜିଲ୍ଲା ଅବକରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ବିପୁଳ ପରିମାଣର ଦେଶୀ ମଦ ଜବତ , ୬ ଗିରଫ ସମେତ ଗୋଟିଏ ମାରୋତି 800 କାର୍ ଜବତ । ଆଜି ଜିଲ୍ଲା ଅବକରୀ ବିଭାଗ ର ସଦର ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଘଟଣାରୁ…