ଓବିସି ଜନଜାଗରଣ ଯାତ୍ରା କୁ ସ୍ୱାଗତ ସମ୍ବର୍ଦ୍ଧନା କଲେ ଗୋଲାମୁଣ୍ଡା ଓବିସି |

ଗୋଲାମୁଣ୍ଡା୧୧/୧୨/୨୩; ଓବିସି ମଞ୍ଚ ଓଡିଶା ପକ୍ଷରୁ ୧୩ ଗୋଟି ଅଭିମୁଖ୍ୟ ନେଇ ଓବିସି ଜନଜାଗରଣ ରଥ ସାରା ରାଜ୍ୟରେ ପରିକ୍ରମା କରୁଛି ଏହି କ୍ରମରେ ସୋମବାର ଗୋଲାମୁଣ୍ଡା ବ୍ଲକ ରେ ଏହି ରଥ ପହଞ୍ଚିଛି ଓବିସି ଜନଜାଗରଣ ମଞ୍ଚ ଗୋଲାମୁଣ୍ଡା ବ୍ଲକ ସଂଯୋଜକ ଜିରିଧାରୀ ତେଜିଙ୍କ ନେତୃତ୍ୱରେ ଶତାଧିକ ଲୋକେ ସ୍ଥାନୀୟ ଠାକୁରାଣୀ ମଣ୍ଡପ ନିକଟରେ ଏହି ରଥକୁ ଭାବ୍ୟ ସ୍ବାଗତଂ ଓ ସମ୍ବର୍ଦ୍ଧନା ଜଣାଇଥିଲେ ସେଠରୁ ଏକ ଶୋଭାଯାତ୍ରାରେ ବାହାରି ଦୃଗାଁମଣ୍ଡପ ନିକଟରେ ପହଞ୍ଚି ଏକ ସାଧାରଣ ଶୋଭା ଆୟୋଜନ ହୋଇଥିଲା ଏଥିରେ ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର ନାଏକ ଉପସଭାପତି ପରଦେଶୀ ବିଶ୍ୱା ଯୋଗଦେଇ ଓବିସିମାନଙ୍କ ହକ ଓଏବଂ ଅଧିକାର ଉପରେ ଉଦବୋଧନ ଦେଇଥିଲେ ସମ୍ପାଦକ ପ୍ରଦେଶୀ ବିଶ୍ୱାଳ ରାଜ୍ୟ ପରବେକ୍ତା ଶଙ୍କର ଜିଲ୍ଲା ସଂଯୋଜକ ବିରଞ୍ଚି ସାହୁ ଜନଜାଗରଣ ମଞ୍ଚର ସଂଯୋଜକ ଡାକେଶ୍ୱର ଲହଜ ଳ. ଗୋଲାମୁଣ୍ଡା ବ୍ଲକ ନରହରି ବାଗ. ଡମ୍ବରୁଧର ଲହଜଳ. ତୁଲେଶ୍ୱର ନାଏକ ପ୍ରମୁଖ ମଞ୍ଚସିନ ଥିଲେ ମଞ୍ଚ କୁ ଗିରିଧାରୀ ତେଜି ପରିଚାଳନା କରିଥିବାବେଳେ ରଥ ଶୋଭାଯାତ୍ରା ସମୟରେ ତୁଲେଶ୍ଵର ନାଏକ. ନରହରି ବାଗ. ଶିୟାମ ସୁନ୍ଦର ଆଗ୍ରୱାଲ. ପୁରସତ୍ତମ ରାଉତ. ଗିରିଧାରୀ ତେଜି. ନଳିନୀ ତେଜି. ଯୋଗଜୀବନ ଅଗ୍ରିଆ. ସମେତ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରୁ ଶତାଧିକ ଓବିସି ବର୍ଗର ଲୋକେ ସାମିଲ ହୋଇଥିଲେ କଳାହାଣ୍ଡି ଜିଲ୍ଲା |

Leave a Reply

Your email address will not be published. Required fields are marked *