ଓଡିଶା ଲୋକ ଗୁଟ୍‌ଖା ପ୍ରେମୀ! ରାଜ୍ୟରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ବଢୁଛି ଟିକସ ଆୟ।

୧୦ ବର୍ଷରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି
-କ୍ରମାଗତ ଭାବେ ବଢ଼ୁଛି ଗୁଟ୍‌ଖା, ତମାଖୁ ଟିକସ ଆୟ
-କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ
-୧୬ଟି ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନ ମସଲା, ଗୁଟ୍‌ଖା, ତମାଖୁ
-ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *